ଆଞ୍ଚଳିକ ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ କଟକ: କଟକ ମହାନଗର ନିଗମ ଅନ୍ତର୍ଗତ ୩୩ ନମ୍ବର ୱାର୍ଡ ଶଙ୍କରପୁର ଅଞ୍ଚଳର ପୂର୍ବତନ କର୍ପୋରେଟର କବିୟିତ୍ରୀ ବାସନ୍ତୀ ପ୍ରଧାନଙ୍କର ୭୮ ବର୍ଷ ବୟସରେ ଆକସ୍ମିକ ଦେହାନ୍ତ…