ବିଶେଷ ଖବର ଫେରିଲା ୨୫୦ କୋଟିର ଶ୍ରୀମନ୍ଦିର ଜମି ଭୁବନେଶ୍ୱର: ଜଗନ୍ନାଥ ଶ୍ରୀମହାପ୍ରଭୁଙ୍କ ଖାତାକୁ ପୁଣି ୨୫୦ କୋଟି ଟଙ୍କାର ଜମି ଫେରିଛି। ଶ୍ରୀମନ୍ଦିର ଖାତାକୁ ପୁରୀ ଦାମୋଦରପୁର ଶାସନ ମୌଜାର ୫୨.୨୨ ଏକର ଜମି ଫେରିଛି।…