ଅପରାଧ ସତ ବାହାଘର ମିଛ କନିଁଆ: ଆନ୍ତରାଜ୍ୟ ନକଲି ବିବାହ ଦଳକୁ ଗିରଫ କଲା ପୋଲିସ ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଧରା ପଡିଗଲା ମିଛ କନିଁଆ। ବର ପରିବର୍ତ୍ତନ ସହ ଆଧାର କାର୍ଡରେ କରୁଥିଲେ ନାଁ ପରିବର୍ତ୍ତନ। ପ୍ରତ୍ୟେକ ଆଧାର କାର୍ଡରେ ଥିଲା…