ଆଜିର ଖବର ବଦଳିଲା ଲକ୍ଷ୍ମୀ ବସର ରଂଗ ଓ ନାମ, ସେମାନେ ସବୁଜ କରିଥିଲେ ଏମାନେ ଗେରୁଆ କରିଦେଲେ ଭୁବନେଶ୍ବର: ସରକାର ବଦଳିବା ସହିତ ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନ ମଧ୍ୟ ହୋଇଯାଉଛି। କେବଳ ନାମ ନୁହେଁ ଏପରିକି ରଂଗ ମଧ୍ୟ ବଦଳି ଯାଉଛି। ଯାହାର ଜ୍ବଳନ୍ତ…