ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୮୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୧୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୭୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୩୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୭
ବାଲେଶ୍ଵର ଜିଲ୍ଲାରୁ- ୧୩
ବରଗଡ ଜିଲ୍ଲାରୁ- ୭
ଭଦ୍ରକ ଜିଲ୍ଲାରୁ- ୮
ବଲାଙ୍ଗୀରି ଜିଲ୍ଲାରୁ- ୧୦
ବୌଦ୍ଧ ଜିଲ୍ଲାରୁ- ୧୧
କଟକ ଜିଲ୍ଲାରୁ- ୭୮
ଦେବଗଡ ଜିଲ୍ଲାରୁ- ୫
ଢେଙ୍କାନାଳ ଜିଲ୍ଲାରୁ- ୬
ଗଜପତି ଜିଲ୍ଲାରୁ- ୯
ଜଗତସିଂହପୁର ଜିଲ୍ଲାରୁ- ୧୩
ଯାଜପୁର ଜିଲ୍ଲାରୁ- ୨୬
ଝାରସୁଗୁଡା ଜିଲ୍ଲାରୁ- ୧୩
କଳାହାଣ୍ଡି ଜିଲ୍ଲାରୁ- ୧୨
କନ୍ଧମାଳ ଜିଲ୍ଲାରୁ- ୭
କେନ୍ଦ୍ରାପଡା ଜିଲ୍ଲାରୁ- ୧୩
କେନ୍ଦୁଝର ଜିଲ୍ଲାରୁ- ୧୦
ଖୋର୍ଦ୍ଧା ଜିଲ୍ଲାରୁ- ୨୧୮
କୋରାପୁଟ ଜିଲ୍ଲାରୁ- ୩
ମୟୂରଭଞ୍ଜ ଜିଲ୍ଲାରୁ- ୨୯
ନବରଙ୍ଗପୁର ଜିଲ୍ଲାରୁ- ୭
ନୟାଗଡ ଜିଲ୍ଲାରୁ- ୨୬
ନୂଆପଡା ଜିଲ୍ଲାରୁ- ୧
ପୁରୀ ଜିଲ୍ଲାରୁ- ୨୦
ରାୟଗଡା ଜିଲ୍ଲାରୁ- ୬
ସମ୍ବଲପୁର ଜିଲ୍ଲାରୁ- ୫୭
ସୋନପୁର ଜିଲ୍ଲାରୁ- ୧୪
ସୁନ୍ଦରଗଡ ଜିଲ୍ଲାରୁ- ୧୪୧
ଷ୍ଟେଟ ପୁଲରୁ- ୪୬
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୯ ହଜାର ୯୨୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୪ ହଜାର ୮୩୫ ଏବଂ ବର୍ତ୍ତମାନ ୫୯୧୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।