ଆଜିର ଖବର କଟକ ଶାରଦୀୟ ଦୁର୍ଗାପୂଜା: ଆଜିଠୁ କାର୍ଯ୍ୟକ୍ଷମ ହେଲା ସିଙ୍ଗଲ୍ ୱିଣ୍ଡୋ କଟକ: ଶାରଦୀୟ ଦୁର୍ଗାପୂଜା–୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପାଳନ କରିବା ପାଇଁ ଆଜିଠାରୁ ବାରବାଟୀ ପ୍ୟାଲେସ୍ଠାରେ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା କାର୍ଯ୍ୟକ୍ଷମ…