Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପାଖାପାଖି ୮ କୋଟି ନକଲି ନୋଟ ଜବତ କଲା ପୋଲିସ

କୋରାପୁଟ: ଛତିଶଗଡ ଯାଉଥିବା ଏକ କାରରୁ ପାଖାପାଖି ୮ କୋଟି ଟଙ୍କାର ନକଲି ନୋଟ ଜବତ କରାଯାଇଛି। ସୁଙ୍କି ଆଉଟପୋଷ୍ଟ ନିକଟରୁ ୭ କୋଟି ୯୦ ଲକ୍ଷର ନକଲି ନୋଟ ପଟାଙ୍ଗୀ ପୋଲିସ ଜବତ କରିଛି। ନକଲି ନୋଟ ସହ ୩ ଜଣଙ୍କୁ ପୋଲିସ ଅଟକ ରଖିଛି। ଏନେଇ ସୁନାବେଡା ଏସଡିପିଓ ସୂଚନା ଦେଇଛନ୍ତି।