Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରକୁ ଆଣନ୍ତୁ ସୂର୍ଯ୍ୟଦେବଙ୍କ ପ୍ରତିମା

ଭୁବନେଶ୍ବର: ସୂର୍ଯ୍ୟଦେବ ଅଗ୍ନି ଦେବଙ୍କ ସ୍ବରୂପ ଏବଂ ପ୍ରତ୍ୟକ୍ଷ ଦେବତା ରୂପେ ମନାଯାଇଥାଏ। ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କର ବିଶେଷ ମହତ୍ତବ ରହିଛି। ଶକ୍ତିର ଅସୀମ ଭଣ୍ଡାର ସୂର୍ଯ୍ୟଦେବଙ୍କୁ ନେଇ ବାସ୍ତୁ ଶାସ୍ତ୍ରରେ ବହୁ ରୋଚକ ଉପାୟ ରହିଛି, ଯାହାର ଉପଯୋଗରେ ଆମ ଜୀବନରେ ବେଶ୍‌ ଉନ୍ନତି ହୋଇଥାଏ।

ସୂର୍ଯ୍ୟୋଦୟର ପୂର୍ବରୁ ବ୍ରହ୍ମମୁହୂର୍ତ୍ତ ସମୟଟି ଅଧ୍ୟୟନ ପାଇଁ ସର୍ବଶ୍ରେଷ୍ଠ। ବିଦ୍ୟାର୍ଥୀମାନେ ଏହି ସମୟକୁ ସଦୁପଯୋଗ କରିବା ଉଚିତ୍‌। ସୂର୍ଯ୍ୟୋଦୟ ସମୟରେ ଘରର ସମସ୍ତ ଝରକା କବାଟ ଖୋଲିବା ଉଚିତ୍‌। ଯଦି କୌଣସି ଘରେ ସୂର୍ଯ୍ୟ କିରଣ ଠିକ୍‌ ଭାବରେ ପଡିପାରୁନାହିଁ, ତେବେ ସେହି ଘରେ ସୂର୍ଯ୍ୟ ଦେବଙ୍କ ତମ୍ବାର ପ୍ରତିମା ଲଗାଇବା ଉଚିତ୍‌।

ସେହିପରି ରୋଷେଇ ଘର ଓ ସ୍ନାନ ଘରେ ସୂର୍ଯ୍ୟର ପ୍ରକାଶ ପହଞ୍ଚିବା ଅତ୍ୟନ୍ତ ଆବଶ୍ୟକ।  ସେହିପରି ଯେଉଁ ଘରେ ଧନ ସମ୍ପତ୍ତି ରଖୁଛନ୍ତି ,ସେହି ଘରେ ସୂର୍ଯ୍ୟଦେବଙ୍କ ପ୍ରତିମା ଲଗାଇଲେ ଘରେ କେବେ ଆର୍ଥିକ ସମସ୍ୟା ଉପୁଜିବ ନାହିଁ।

ପରିବାରର ଯଦି କୌଣସି ଲୋକେ ଦୀର୍ଘ ଦିନ ଧରି ଅସୁସ୍ଥ ରହୁଛନ୍ତି ତେବେ ସେହି ଘରେ ସୂର୍ଯ୍ୟଦେବଙ୍କ ପ୍ରତିମା ଲଗାଇବା ଉଚିତ୍‌। ଏହାଦ୍ବାରା ସେ ଶୀଘ୍ର ସୁସ୍ଥ ହେବେ। ସେହିପରି ରୋଷେଇ ଘରେ ସୂର୍ଯ୍ୟଦେବଙ୍କ ପ୍ରତିମା ଲଗାଇଲେ ଅନ୍ନର ଅଭାବ କଦାପି ହୋଇନଥାଏ। ସେହିପରି କାର୍ଯ୍ୟାଳୟ ବା ଦୋକାନରେ ସୂର୍ଯ୍ୟ ଦେବଙ୍କର ପ୍ରତିମା ଲଗାଇବା ଦ୍ବାରା ଉନ୍ନତି ମିଳିଥାଏ। ଘରର ମନ୍ଦିରରେ ସୂର୍ଯ୍ୟଦେବଙ୍କର ପ୍ରତିମା ଲଗାଇବା ଦ୍ବାରା ଘରେ ସୂର୍ଯ୍ୟଦେବଙ୍କ କୃପା ରହିଥାଏ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଘରେ ସୂର୍ଯ୍ୟ କିରଣ ପଡିବା ଭଲ, ନଚେତ୍ ଘରକୁ ଆଣନ୍ତୁ ସୂର୍ଯ୍ୟଦେବଙ୍କ ପ୍ରତିମା, ଦୂର ହେବ ସମସ୍ୟା

ବାସ୍ତୁ ଶାସ୍ତ୍ର: ସୂର୍ଯ୍ୟଦେବ ଅଗ୍ନି ଦେବଙ୍କ ସ୍ବରୂପ ଏବଂ ପ୍ରତ୍ୟକ୍ଷ ଦେବତା ରୂପେ ମନାଯାଇଥାଏ। ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କର ବିଶେଷ ମହତ୍ତ୍ଵ ରହିଛି। ଶକ୍ତିର ଅସୀମ ଭଣ୍ଡାର ସୂର୍ଯ୍ୟଦେବଙ୍କୁ ନେଇ ବାସ୍ତୁ ଶାସ୍ତ୍ରରେ ବହୁ ରୋଚକ ଉପାୟ ରହିଛି, ଯାହାର ଉପଯୋଗରେ ଆମ ଜୀବନରେ ବେଶ୍‌ ଉନ୍ନତି ହୋଇଥାଏ।

ସୂର୍ଯ୍ୟୋଦୟର ପୂର୍ବରୁ ବ୍ରହ୍ମମୁହୂର୍ତ୍ତ ସମୟଟି ଅଧ୍ୟୟନ ପାଇଁ ସର୍ବଶ୍ରେଷ୍ଠ। ବିଦ୍ୟାର୍ଥୀମାନେ ଏହି ସମୟକୁ ସଦୁପଯୋଗ କରିବା ଉଚିତ୍‌। ସୂର୍ଯ୍ୟୋଦୟ ସମୟରେ ଘରର ସମସ୍ତ ଝରକା କବାଟ ଖୋଲିବା ଉଚିତ୍‌। ଯଦି କୌଣସି ଘରେ ସୂର୍ଯ୍ୟ କିରଣ ଠିକ୍‌ ଭାବରେ ପଡିପାରୁନାହିଁ, ତେବେ ସେହି ଘରେ ସୂର୍ଯ୍ୟ ଦେବଙ୍କ ତମ୍ବାର ପ୍ରତିମା ଲଗାଇବା ଉଚିତ୍‌।

ସେହିପରି ରୋଷେଇ ଘର ଓ ସ୍ନାନ ଘରେ ସୂର୍ଯ୍ୟର ପ୍ରକାଶ ପହଞ୍ଚିବା ଅତ୍ୟନ୍ତ ଆବଶ୍ୟକ।  ସେହିପରି ଯେଉଁ ଘରେ ଧନ ସମ୍ପତ୍ତି ରଖୁଛନ୍ତି ,ସେହି ଘରେ ସୂର୍ଯ୍ୟଦେବଙ୍କ ପ୍ରତିମା ଲଗାଇଲେ ଘରେ କେବେ ଆର୍ଥିକ ସମସ୍ୟା ଉପୁଜିବ ନାହିଁ।

ପରିବାରର ଯଦି କୌଣସି ଲୋକେ ଦୀର୍ଘ ଦିନ ଧରି ଅସୁସ୍ଥ ରହୁଛନ୍ତି ତେବେ ସେହି ଘରେ ସୂର୍ଯ୍ୟଦେବଙ୍କ ପ୍ରତିମା ଲଗାଇବା ଉଚିତ୍‌। ଏହାଦ୍ବାରା ସେ ଶୀଘ୍ର ସୁସ୍ଥ ହେବେ। ସେହିପରି ରୋଷେଇ ଘରେ ସୂର୍ଯ୍ୟଦେବଙ୍କ ପ୍ରତିମା ଲଗାଇଲେ ଅନ୍ନର ଅଭାବ କଦାପି ହୋଇନଥାଏ। ସେହିପରି କାର୍ଯ୍ୟାଳୟ ବା ଦୋକାନରେ ସୂର୍ଯ୍ୟ ଦେବଙ୍କର ପ୍ରତିମା ଲଗାଇବା ଦ୍ବାରା ଉନ୍ନତି ମିଳିଥାଏ। ଘରର ମନ୍ଦିରରେ ସୂର୍ଯ୍ୟଦେବଙ୍କର ପ୍ରତିମା ଲଗାଇବା ଦ୍ବାରା ଘରେ ସୂର୍ଯ୍ୟଦେବଙ୍କ କୃପା ରହିଥାଏ।

Categories
ଧର୍ମ ବିଶେଷ ଖବର ସଂସ୍କୃତି

ଘରକୁ ଆଣନ୍ତୁ ସୂର୍ଯ୍ୟଦେବଙ୍କ ପ୍ରତିମା, ସମସ୍ୟାରୁ ମୁକ୍ତି ପାଆନ୍ତୁ

ବାସ୍ତୁ ଶାସ୍ତ୍ର: ସୂର୍ଯ୍ୟଦେବ ଅଗ୍ନି ଦେବଙ୍କ ସ୍ବରୂପ ଏବଂ ପ୍ରତ୍ୟକ୍ଷ ଦେବତା ରୂପେ ମନାଯାଇଥାଏ। ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କର ବିଶେଷ ମହତ୍ତବ ରହିଛି। ଶକ୍ତିର ଅସୀମ ଭଣ୍ଡାର ସୂର୍ଯ୍ୟଦେବଙ୍କୁ ନେଇ ବାସ୍ତୁ ଶାସ୍ତ୍ରରେ ବହୁ ରୋଚକ ଉପାୟ ରହିଛି, ଯାହାର ଉପଯୋଗରେ ଆମ ଜୀବନରେ ବେଶ୍‌ ଉନ୍ନତି ହୋଇଥାଏ।