ସୃଜନଶୀଳତାର ପରିପ୍ରକାଶ

ରଣପୁର: ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଓ ଆତ୍ମବିଶ୍ୱାସ ବୃଦ୍ଧି ଲକ୍ଷ୍ୟରେ ରଣପୁର ବ୍ଲକର ଖଇରପଲ୍ଲୀ, ଗୌରାଙ୍ଗପୁର, ସୁନାଖଳା ଓ ଦର୍ପନାରାୟଣପୁର ସମେତ…