ବିଶେଷ ଖବର ବଢିଲା ଶ୍ରୀମନ୍ଦିର ସେବାୟତଙ୍କ ମାସିକ ଭତ୍ତା, ଆସନ୍ତା ବର୍ଷରୁ ହେବ ଲାଗୁ ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟ ବୈଠକରେ ଏକ ବଡ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା ଶ୍ରୀମନ୍ଦିର ସେବାୟତଙ୍କ ଭତ୍ତା ରାଶିକୁ ବୃଦ୍ଧି କରାଯାଇଛି। ଏ…