ଆଜିର ଖବର ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା ଭଦ୍ରକ: ପାରିବାରିକ କଳହରୁ ଭଦ୍ରକ ପୁରୁଣାବଜାର ଥାନା ଅନ୍ତର୍ଗତ ନଙ୍ଗାମହଲା ଗାଁରେ ଘଟିଛି ଦୁଃଖଦ ଘଟଣା। ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ସ୍ୱାମୀ ବେକରେ…