Hockey Worldcup23 ଆଜି ହକି ବିଶ୍ବକପ ଉଦଘାଟନୀ ସମାରୋହ, ଜଲୱା ଦେଖାଇବେ ରଣଭୀର ସିଂହ, ଦିଶା ପଟାନୀ ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ପୁରୁଷ ହକି ବିଶ୍ବକପ ଉଦଘାଟନୀ ସମାରୋହ। କଟକ ବାରବାଟୀ ଷ୍ଟାଡିୟମରେ ଏଥିପାଇଁ ବଡ ଆଡମ୍ବର…