ଆଜିର ଖବର ଆଧାର କାର୍ଡ ବ୍ୟବହାର କରି ୩ ଲକ୍ଷ ଟଙ୍କାର ଋଣ ପାଇପାରିବେ ବୋଲି ମେସେଜ୍ ଆସିଛି କି ? ସାବଧାନ! ଆପଣ ଏକ ବଡ଼ ଠକେଇର ଶିକାର ହେଉଛନ୍ତି ? ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନୂତନ ଠକେଇ ଦ୍ରୁତ ଗତିରେ ଭାଇରାଲ ହେଉଛି। ୟୂୁଟ୍ୟୁବ ଏବଂ ଇନ୍ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦାବି କରାଯାଉଛି ଯେ…