Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଧାର କାର୍ଡ ବ୍ୟବହାର କରି ୩ ଲକ୍ଷ ଟଙ୍କାର ଋଣ ପାଇପାରିବେ ବୋଲି ମେସେଜ୍ ଆସିଛି କି ? ସାବଧାନ! ଆପଣ ଏକ ବଡ଼ ଠକେଇର ଶିକାର ହେଉଛନ୍ତି ?
ଆଜିର ଖବର

ଆଧାର କାର୍ଡ ବ୍ୟବହାର କରି ୩ ଲକ୍ଷ ଟଙ୍କାର ଋଣ ପାଇପାରିବେ ବୋଲି ମେସେଜ୍ ଆସିଛି କି ? ସାବଧାନ! ଆପଣ ଏକ ବଡ଼ ଠକେଇର ଶିକାର ହେଉଛନ୍ତି ?

April 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Have you received a message saying that you can get a loan of Rs 3 lakh using your Aadhaar card? Be careful! Are you a victim of a big fraud?
Have you received a message saying that you can get a loan of Rs 3 lakh using your Aadhaar card? Be careful! Are you a victim of a big fraud?

ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନୂତନ ଠକେଇ ଦ୍ରୁତ ଗତିରେ ଭାଇରାଲ ହେଉଛି। ୟୂୁଟ୍ୟୁବ ଏବଂ ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦାବି କରାଯାଉଛି ଯେ ପ୍ରଧାନମନ୍ତ୍ରୀ ଋଣ ଯୋଜନାରେ ଲୋକମାନେ ସେମାନଙ୍କର ଆଧାର କାର୍ଡ ବ୍ୟବହାର କରି ୩ ଲକ୍ଷ ପର‌୍ୟ୍ୟନ୍ତ ଋଣ ପାଇପାରିବେ। ଆପଣ କଣ ଏପରି ମେସେଜ୍ ପାଇ ଏହି ଜାଲର ଶିକାର ହେଉଛନ୍ତି? ଏହାକୁ ବିଶ୍ୱାସ କରିବାର ଭୁଲ କରନ୍ତୁ ନାହିଁ, କାରଣ ଏହା ଏକ ଠକେଇ ଯାହା ଆପଣଙ୍କୁ ଫସାଇପାରେ।

ଏହି ଠକେଇ ଦାବି କରୁଛି ଯେ “ପ୍ରଧାନମନ୍ତ୍ରୀ ଋଣ ଯୋଜନା” ଅଧୀନରେ, କେବଳ ଆପଣଙ୍କ ଆଧାର କାର୍ଡ ବ୍ୟବହାର କରି ୩ ଲକ୍ଷ ପର‌୍ୟ୍ୟନ୍ତ ଋଣ ମିଳିପାରିବ। ଅନେକ କ୍ଷେତ୍ରରେ, ଲୋକଙ୍କୁ ଏହା ମଧ୍ୟ କୁହାଯାଏ ଯେ ଋଣ ପାଇବା ପାଇଁ ଏକ ଛୋଟ ଜମା ଆବଶ୍ୟକ ହେବ। ଏହି ପରିମାଣ ପ୍ରକ୍ରିୟାକରଣ ଶୁଳ୍କ କିମ୍ବା ବୀମା ଶୁଳ୍କ ଭାବରେ ନିଆଯିବ। ମାତ୍ର ସରକାରଙ୍କ ତଥ୍ୟ ଯାଞ୍ଚ ସଂସ୍ଥା ସ୍ପଷ୍ଟ କରିଛି ଯେ ଏପରି କୌଣସି ସରକାରୀ ଯୋଜନା ନାହିଁ। ଏହାର ଅର୍ଥ ହେଉଛି ଆପଣଙ୍କ ଆଧାର କାର୍ଡ ବ୍ୟବହାର କରି ୩ ଲକ୍ଷ ଟଙ୍କାର ତୁରନ୍ତ ଋଣ ଦାବି ସମ୍ପୂର୍ଣ୍ଣ ମିଥ୍ୟା।
ଏହି ସବୁ ଫ୍ରଡ୍ ଲୋନ୍‌ରୁ ବର୍ତ୍ତିବା ପାଇଁ କୌଣସି “ତତ୍କାଳ ଋଣ” ଅଫର ଉପରେ ବିଶ୍ୱାସ କରନ୍ତୁ ନାହିଁ । ଯାଞ୍ଚ ବିନା ଆପଣଙ୍କର ଆଧାର କିମ୍ବା ବ୍ୟାଙ୍କ ବିବରଣୀ ସେୟାର କରନ୍ତୁ ନାହିଁ।
ଯେକୌଣସି ସରକାରୀ ଯୋଜନା ବିଷୟରେ ସୂଚନା କେବଳ ସରକାରୀ ୱେବସାଇଟ୍ ରୁ ପାଆନ୍ତୁ। ଯଦି କେହି ପୂର୍ବରୁ ଟଙ୍କା ମାଗନ୍ତି, ତେବେ ବୁଝନ୍ତୁ ଯେ ଏହା ଏକ ଠକେଇ ହୋଇପାରେ । କୌଣସି ଅଜଣା ଲିଙ୍କ୍ କିମ୍ବା ଆପ୍ ଡାଉନଲୋଡ୍ କରିବାରୁ ଦୂରେଇ ରୁହନ୍ତୁ।
ଯଦିଓ ସରକାରଙ୍କ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଋଣ ଉପଲବ୍ଧ, କିନ୍ତୁ ସେଗୁଡ଼ିକ ସିଧାସଳଖ ଆଧାର କାର୍ଡରେ ପ୍ରଦାନ କରାଯାଏ ନାହିଁ। ଆପଣଙ୍କୁ ଏକ ବ୍ୟାଙ୍କ କିମ୍ବା ଘଈୠଉ ମାଧ୍ୟମରେ ଆବେଦନ କରିବାକୁ ପଡିବ ଏବଂ ଯୋଗ୍ୟତା ଆଧାରରେ ଋଣ ପାଇହେବ । ତେବେ ଋଣ ପାଇବା ପୂର୍ବରୁ ଆପଣଙ୍କୁ ଆପଣଙ୍କର ଡକ୍ୟୁମେଣ୍ଟ ଏବଂ କ୍ରେଡିଟ୍ ପ୍ରୋଫାଇଲ୍ ପ୍ରଦାନ କରିବାକୁ ପଡିବ, ଯାହା ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଇଥାଏ ।
ଆଜିକାଲି ଅନ୍‌ଲାଇନ୍ ଠକେଇ ପ୍ରବଳ ମାତ୍ରାରେ ବଢିଚାଲିଛି । ବିଭିନ୍ନ ପ୍ରକାରର ଲୋନ୍‌, ଅଫର୍ ଦେଖାଇ ଲୋକଙ୍କୁ ଅତି ସହଜରେ ଠକି ଅର୍ଥ ଆତ୍ମସାତ କରାଯାଉଛି । ତେବେ ଏପରି ଠକେଇରୁ ଦୂରେଇ ରୁହନ୍ତୁ । ସାବଧାନ ରୁହନ୍ତୁ ।

#AadharCard #FruadLoan
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏହି ସବୁ ସ୍ଥାନରେ କାହିଁକି ବନ୍ଦ ରହେ ବ୍ୟାଙ୍କ?: ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ ଅପଡେଟ୍

September 21, 2026

LPG Gas Cylinder New Rules 2026: ଅକ୍ଟୋବର ୧ରୁ ଗ୍ୟାସ୍ ନିୟମ ବଦଳିବ?

September 21, 2026

ମୂର୍ତ୍ତି ବିସର୍ଜନ ବେଳେ ତାଳଦଣ୍ଡା କେନାଲରେ ଯୁବକ ନିଖୋଜ

September 21, 2026

ସୋର ଷ୍ଟେସନରେ ମାଲବାହୀ ଟ୍ରେନର ୮ ବଗିରେ ଭୟାବହ ଅଗ୍ନିକାଣ୍ଡ

September 21, 2026
Latest News

ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

September 21, 2026

ଆଜି ଏହି ସବୁ ସ୍ଥାନରେ କାହିଁକି ବନ୍ଦ ରହେ ବ୍ୟାଙ୍କ?: ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ ଅପଡେଟ୍

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026

LPG Gas Cylinder New Rules 2026: ଅକ୍ଟୋବର ୧ରୁ ଗ୍ୟାସ୍ ନିୟମ ବଦଳିବ?

September 21, 2026

ମୂର୍ତ୍ତି ବିସର୍ଜନ ବେଳେ ତାଳଦଣ୍ଡା କେନାଲରେ ଯୁବକ ନିଖୋଜ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.