ଆଜିର ଖବର ଗୋଆରେ ତ୍ରିକୋଣୀୟ ଲଢ଼େଇର ସଙ୍କେତ! AAP-GFP ମେଣ୍ଟ ବଦଳାଇବ କି ନିର୍ବାଚନୀ ଗଣିତ? ନୂଆଦିଲ୍ଲୀ: ଗୋଆର ରାଜନୀତିରେ ୨୦୨୭ ବିଧାନସଭା ନିର୍ବାଚନ ଏବେଠାରୁ ରୋଚକ ହେବାରେ ଲାଗିଛି। ୨୦୨୨ରେ ମାତ୍ର ଦୁଇଟି ଆସନ ଜିତି ଗୋଆ ବିଧାନସଭାରେ ନିଜ ଉପସ୍ଥିତି ଜଣାଇଥିବା…