ଜାତୀୟ ଖବର ଗ୍ରୀସ୍ ଗସ୍ତରେ ପୀୟୂଷ ଗୋୟଲ, ବାଣିଜ୍ୟ ଓ ନିବେଶ ସହଯୋଗ ଉପରେ ଜୋର ନୂଆଦିଲ୍ଲୀ: ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ବ୍ରିଟେନ ଗସ୍ତ ଶେଷ କରି ଏବେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ନେତୃତ୍ୱରେ ଗ୍ରୀସ୍ ଗସ୍ତରେ ପହଞ୍ଚିଛନ୍ତି।…