ଆଞ୍ଚଳିକ ଆଚାର୍ଯ୍ୟ ବିହାର ମହିଳା ସମିତି ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଭୁବନେଶ୍ବର: ଆଚାର୍ଯ୍ୟ ବିହାର ମହିଳା ସମିତି ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ରାଜନେତା ଜଗନ୍ନାଥ ପ୍ରଧାନ, ସମାଜସେବୀ ବିବେକାନନ୍ଦ ବାରିକ, ଆମ୍ଲେଶ ଦାସ,…