ଆଜିର ଖବର ବଜେଟ୍ 2020 : କୃଷି ପାଇଁ 2.83 ଲକ୍ଷ କୋଟିର ବ୍ୟୟବରାଦ, 2022 ସୁଦ୍ଧା ଚାଷୀଙ୍କ ଆୟ ହେବ ଦ୍ବିଗୁଣା ନୂଆଦିଲ୍ଲୀ : 2022 ସୁଦ୍ଧା ଚାଷୀମାନଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ରଖାଯାଇଛି । 6.11 କୋଟି ଚାଷୀଙ୍କୁ ପାଇଁ ବୀମା ଯୋଜନା । ପିଏମ୍ କିଶାନ…