ଆଜିର ଖବର ଏଆଇବିଡି ଇଣ୍ଟରନ୍ୟାସନାଲ ମିଡିଆ ପୁରସ୍କାରରେ ସମ୍ମାନିତ ହେଲା ଆକାଶବାଣୀ ସମ୍ବଲପୁର ଭୁବନେଶ୍ଵର: ମାଳଦ୍ବୀପରେ ଅନୁଷ୍ଠିତ ଏସିଆ ମିଡିଆ ସମ୍ମିଳନୀରେ ଆକାଶବାଣୀ ସମ୍ବଲପୁର ସମ୍ମାନିତ ହୋଇଛି। ରେଡିଓ ବର୍ଗରେ ଆକାଶବାଣୀ ସମ୍ବଲପୁରକୁ ଏଆଇବିଡି ଇଣ୍ଟରନ୍ୟାସନାଲ ମିଡିଆ ପୁରସ୍କାର ପ୍ରଦାନ କରାଯାଇଛି।…