ଆଜିର ଖବର ଅଖିଳେଶ ଯାଦବଙ୍କ ଫେସବୁକ୍ ପେଜ୍ ସସପେଣ୍ଡ, ୯୦ ଲକ୍ଷ ଫଲୋଅର୍ସଙ୍କ ମଧ୍ୟରେ ଚର୍ଚ୍ଚା; ଫେସବୁକ୍କୁ ଜବାବ ମାଗିଲା ସପା ନୂଆଦିଲ୍ଲୀ : ଅଚାନକ ଅଗମ୍ୟ ହୋଇଗଲା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍। ଏହା ସହ ପ୍ରାୟ ୯୦ ଲକ୍ଷ ଲୋକ ଯୋଡ଼ି…