ଆଜିର ଖବର ବାପାଙ୍କ ସମ୍ପତ୍ତିରେ ଝିଅର ଜନ୍ମଗତ ଅଧିକାର ଅଛି କି? ହାଇକୋର୍ଟ ରାୟ ପରେ ଜାଣନ୍ତୁ ସମ୍ପୂର୍ଣ୍ଣ ଆଇନ ଭୁବନେଶ୍ୱର: “ଝିଅର କ’ଣ ବାପାଙ୍କ ସମ୍ପତ୍ତିରେ ସମାନ ଅଧିକାର ଅଛି?”—ଭାରତୀୟ ପରିବାରରେ ଏହି ପ୍ରଶ୍ନ ଅନେକ ସମୟରେ ବିବାଦର କାରଣ ହୋଇଥାଏ। ବିଶେଷକରି ବାପାଙ୍କ ସମ୍ପତ୍ତି ପୈତୃକ…