ଆଜିର ଖବର ବାଲିଯାତ୍ରାରେ ରାତି ୧୧ଟା ଯାଏଁ ବାଜିବ ମାଇକ୍! ୫ କିମି ଯାଏଁ ନୋ ଡ୍ରୋନ୍ ଜୋନ୍ ଘୋଷଣା କଟକ: ଐତିହାସିକ ବାଲିଯାତ୍ରାକୁ ନେଇ ଚଳଚଞ୍ଚଳ ହେବ କଟକ ସହର। ଏଥର ମହୋତ୍ସବରେ ରାତି ୧୧ଟା ପର୍ଯ୍ୟନ୍ତ ବାଜିବ ମାଇକ୍ ଓ ସାଉଣ୍ଡ ସିଷ୍ଟମ୍। ଏଥିପାଇଁ ଜିଲ୍ଲା…