ଆଜିର ଖବର ଆକାଉଣ୍ଟ ହ୍ୟାକ୍ ହେଲେ ଡରନ୍ତୁ ନାହିଁ! RBIର ନୂଆ ଯୋଜନାରେ ତୁରନ୍ତ ଅଟକିବ ଟଙ୍କା ଟ୍ରାନ୍ସଫର ନୂଆଦିଲ୍ଲୀ : ଡିଜିଟାଲ ବ୍ୟାଙ୍କିଂ ଯେତିକି ସହଜ ହୋଇଛି, ସାଇବର ଠକେଇର ବିପଦ ମଧ୍ୟ ସେତିକି ବଢ଼ିଛି। ଗୋଟିଏ ଅଜଣା ଲିଙ୍କ୍ରେ କ୍ଲିକ୍, ଏକ ଓଟିପି ସେୟାର…