ଆଜିର ଖବର ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼ ପାରାଦୀପ: ପିଲା ଚୋର ସନ୍ଦେହରେ ଫାଇନାନ୍ସ କମ୍ପାନୀ ମ୍ୟାନେଜରକୁ ନିସ୍ତୁକ ମାଡ଼ର ଅଭିଯୋଗ ହୋଇଛି। ପିଲା ଚୋର ସନ୍ଦେହରେ ଗ୍ରାମବାସୀ ନିସ୍ତୁକ ମାଡ଼ ମରିଛନ୍ତି। ଋଣ କିସ୍ତି…