ଆଜିର ଖବର ବିଜେଡି ଛାଡିବେ ବରିଷ୍ଠ ନେତା ଭୂପିନ୍ଦର ସିଂ, ପାଣ୍ଡିଆନଙ୍କୁ ମାରିଲେ ତେରଚ୍ଛା ବାଣ ଭୁବନେଶ୍ବର: ଖୁବ ଶିଘ୍ର ବିଜେଡି ଛାଡିବେ ବରିଷ୍ଠ ନେତା ଭୂପିନ୍ଦର ସିଂହ। ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,…