ଆଜିର ଖବର ବିହାର ଏମଏଲସି ନିର୍ବାଚନ: ସମସ୍ତ ୧୦ ପ୍ରାର୍ଥୀ ନିର୍ବିରୋଧରେ ବିଜୟୀ ନୂଆଦିଲ୍ଲୀ: ଆଜି (ଗୁରୁବାର) ବିହାର ବିଧାନ ପରିଷଦର ଖାଲି ପଡ଼ିଥିବା ୧୦ଟି ଆସନ ପାଇଁ ପବନ ସିଂହଙ୍କ ସମେତ ସମସ୍ତ ୧୦ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି।…