bihar politics

ପାଟନା: ବିଧାନସଭା ନିର୍ବାଚନ ପୂର୍ବରୁ ବିହାରର ରାଜନୀତି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ର ପୂର୍ବତନ ଜାତୀୟ ସଭାପତି ଆରସିପି ସିଂ…

ନୂଆଦିଲ୍ଲୀ: ୱାକଫ୍ ବିଲକୁ ଜେଡିୟୁ ସମର୍ଥନ କରିଛି, ଏହା ପରେ ତିନିଜଣ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ କାସୀମ ଅନସାରୀ, ଶାହନାୱାଜ…

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ ମନୀଷ ବର୍ମା ମଙ୍ଗଳବାର ଦିନ ନୀତୀଶ କୁମାରଙ୍କ ପାର୍ଟି ଜେଡିୟୁରେ ଯୋଗ ଦେଇଛନ୍ତି। ସ୍ଵେଚ୍ଛାକୃତ ଅବସର ନେବା ପରେ ଚାକିରି ଛାଡିଥିବା…

ନୂଆଦିଲ୍ଲୀ: ରାଜନୈତିକ ବିଶ୍ଳେଷକ ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରରେ ବଡ…

ନୂଆଦିଲ୍ଲୀ: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ୩ ଦିନ ଧରି ବିହାରରେ ରହିଥିଲେ। ଏହି ସମୟରେ ସେ କିଶନଗଞ୍ଜରେ ଏକ ସାଧାରଣ ସଭା କରିବା ସହ ଦଳୀୟ…

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମେଣ୍ଟ ଛାଡ଼ିବା ପରେ ଏପର୍ଯ୍ୟନ୍ତ ଅନେକ ଥର ଦୋହରାଇଛନ୍ତି ଯେ ଏବେ ସେ ସବୁଦିନ ପାଇଁ ଏନଡିଏ ସହ ଆସିଛନ୍ତି।…

ନୂଆଦିଲ୍ଲୀ: ବିହାରରେ ଜେଡିୟୁ ଏନଡିଏରେ ସାମିଲ ହେବା ପରେ ବିଜେପି ପୁଣିଥରେ କ୍ଷମତାକୁ ଆସିଛି। କିନ୍ତୁ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଆସନ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିହାରରେ ବିଜେପି ରାଜନୈତିକ ଗୋଟି ଚଳାଇ ସଫଳତା ହାସଲ କରିଛି। ଜେଡିୟୁ ପାଇଁ କବାଟ ବନ୍ଦ କରିଦେଇଥିବା କଥା ବିଜେପି ମାସ…

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ତାଙ୍କ ବାସଭବନରେ ଏକ ବୈଠକ ଡାକିଛନ୍ତି। ସମସ୍ତ ଜେଡିୟୁ ସାଂସଦମାନେ ମଧ୍ୟାହ୍ନ ୧୨ ଟାରେ ମୁଖ୍ୟମନ୍ତ୍ରୀ ବାସଭବନରେ ଏକାଠି…

ନୂଆଦିଲ୍ଲୀ: ବିହାରରେ ରାଜନୈତିକ ହଟଚମଟ ଭିତରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପି ସମର୍ଥନରେ ନୀତୀଶ ରବିବାର ସନ୍ଧ୍ୟାରେ ପୁଣି ଥରେ ରାଜ୍ୟରେ…

ନୂଆଦିଲ୍ଲୀ: ବିହାରର ଯେଉଁ ଭଳି ରାଜନୈତିକ ବ୍ୟବସ୍ଥା ଓ ମତଦାନ ପଦ୍ଧତି ରହିଛି, ସେଥିରେ କୌଣସି ନେତାଙ୍କ ପାଇଁ ପଲଟି ମାରିବା ନୂଆ କଥା ନୁହେଁ ।…

ନୂଆଦିଲ୍ଲୀ: ଏବେ ବିହାର ରାଜନୀତିର ରଙ୍ଗ ଦିନକୁ ଦିନ ବଦଳିବାରେ ଲାଗିଛି। ଜେଡିୟୁ ସହିତ କଂଗ୍ରେସ ରାଜନୀତିରେ ଆସିଛି ଏକ ନୂଆ ମୋଡ଼। କୁହାଯାଉଛି ଯେ କଂଗ୍ରେସର…

ନୂଆଦିଲ୍ଲୀ: ବିହାରର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ଦେଖିଲେ ଲାଗୁଛି ଯେ ମହାମେଣ୍ଟ ଭାଙ୍ଗିବା ନେଇ ନିଷ୍ପତ୍ତି ନିଆଯାଇଛି ଏବଂ ଏହା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଆରଜେଡି ସୁପ୍ରିମୋ…

ପାଟନା: ବିହାର ରାଜନୀତିରେ ଲାଗିଥିବା ଉତ୍ତେଜନାକୁ ପ୍ରଥମେ ‘ହମ୍’ ସଂଯୋଜକ ଜିତନ୍ ରାମ ମାଞ୍ଝିଙ୍କ ଦ୍ୱାରା ପୂର୍ବାନୁମାନ କରାଯାଇଥିଲା। ସେ କହିଥିଲେ ଯେ, ‘ଖେଲା ହୋବେ’। ଏହି…

ନୂଆଦିଲ୍ଲୀ: ବିହାରରେ ଜେଡିୟୁ ଓ ଆରଜେଡି ମଧ୍ୟରେ ମତଭେଦ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶାସକ ମେଣ୍ଟ ଭାଙ୍ଗିବା ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ଆରଜେଡିକୁ ସମର୍ଥନ କରୁଥିବା…

ନୂଆଦିଲ୍ଲୀ: ବିହାରରେ କ୍ଷମତା ସମୀକରଣ ବଦଳାଇବାକୁ ଆଉମାତ୍ର କିଛି ସମୟ ବାକି ରହିଛି। କେବଳ ଗୋଟିଏ ପ୍ରସଙ୍ଗରେ ଦୁଇଦଳ ମଧ୍ୟରେ ବିବାଦ ଲାଗି ରହିଛି। ଅନ୍ୟସବୁ ପ୍ରସଙ୍ଗରେ…

ନୂଆଦିଲ୍ଲୀ: ରାଜନୀତିର ଚାଣକ୍ୟ କୁହାଯାଉଥିବା ନୀତୀଶ କୁମାର ପ୍ରତିଦିନ ନିଜ ରାଜନୀତିର ଭିନ୍ନ ଭିନ୍ନ ରଙ୍ଗ ଦେଖାଉଛନ୍ତି। କେତେବେଳେ ବିଜେପିକୁ ପ୍ରଶଂସା କରି ମହାମେଣ୍ଟର ନେତାମାନଙ୍କୁ ହଇରାଣ…

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟିବାକୁ ଯାଇଛନ୍ତି। ତାଙ୍କ ସହ ବିଜୟ ଚୌଧୁରୀ ମଧ୍ୟ ଉପସ୍ଥିତ ଅଛନ୍ତି। ରାଜ୍ୟପାଳଙ୍କୁ ଭେଟିବା…

ନୁଆଦିଲ୍ଲୀ: ଶୀତ ଦିନେ ବି ବିହାର ରାଜନୀତି ଗରମ ଅନୁଭବ କରୁଛି। ଶୁକ୍ରବାର ତୁଳନାରେ ଶନିବାର ଶାନ୍ତିଶୃଙ୍ଖଳାର ସହ ଅତିବାହିତ ହୋଇଛି। ବିଶେଷଜ୍ଞମାନେ ଏହାକୁ ଏକ ବଡ଼…

ବିହାର : ବିହାର ନିର୍ବାଚନର ଆଜି ହେଉଛି ଅନ୍ତିମ ଚରଣ । ବିହାରରେ ଜାତିକୁ ନେଇ ଏକ ଅଲଗା ପ୍ରକାରର ରାଜନୀତି । ବିହାରରେ ଜାତି ଆଧାରରେ…

ପାଟନା: ଦେଶରେ ପୁଣି ନିର୍ବାଚନର ତାତି। ବିହାର ବିଧାନସଭା ସହିତ ଦେଶରେ ହେବାକୁ ଥିବା ଉପନିର୍ବାଚନ ଲାଗି ଉଷ୍ମତା ସୃଷ୍ଟି ହୋଇଛି। ତେବେ ବିହାର ନିର୍ବାଚନ ଲାଗି…