ବିଶେଷ ଖବର ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ବିମ୍ଷ୍ଟେକ୍ ଦୌଡ଼କୁଦ ପ୍ରତିଯୋଗିତା: ଅଂଶଗ୍ରହଣ କରିବେ ୬ ଦେଶର ୨୦୦ରୁ ଅଧିକ ଖେଳାଳି ଭୁବନେଶ୍ୱର: କ୍ରୀଡ଼ା ରାଜଧାନୀ ଭୁବନେଶ୍ୱର ପୁଣି ଥରେ ଏକ ଆନ୍ତର୍ଜାତିକ କ୍ରୀଡ଼ା ମହାକୁମ୍ଭର ଆୟୋଜନ କରିବାକୁ ଯାଉଛି। ନଭେମ୍ବର ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ…