ଆଜିର ଖବର ଜେଡିଏସ୍ ସହିତ ମେଣ୍ଟ ନଥିଲେ ୧୦-୧୫ ଲୋକସଭା ଆସନ ହାସଲ କରିଥାନ୍ତା କଂଗ୍ରେସ : ବୀରାପ୍ପା ମୋଇଲି ବରିଷ୍ଠ କଂଗ୍ରେସ ନେତା ବୀରାପ୍ପା ମୋଇଲି କଂଗ୍ରେସ ଜେଡିଏସ୍ ମେଣ୍ଟ ନେଇ ମୁହଁ ଖୋଲିଛନ୍ତି। ଜେଡିଏସ୍ ସହିତ ମେଣ୍ଟ କରି ନଥିଲେ ଦଳକୁ ୧୦ରୁ ୧୫ ଲୋକସଭା…