ଜାତୀୟ ଖବର ବିସଲେରି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ: କର୍କଟ ରୋଗ ଉପାଦାନ ମିଳିବା ପରେ ମାମଲା ରୁଜୁ ନୂଆଦିଲ୍ଲୀ: ଦେଶର ସର୍ବବୃହତ ଜଳ କମ୍ପାନୀ ବିସଲେରି ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଖାଦ୍ୟ ସୁରକ୍ଷା ଦେଖୁଥିବା ସରକାରୀ ସଂସ୍ଥା FSSAI, ବିସଲେରିର ପାଣି ନମୁନା…