ଜାତୀୟ ଖବର ବିଜେପି-JDU ମଧ୍ୟରେ ମିଶ୍ରଣ ଫାଇନାଲ? ଗୋଟିଏ ଫଟୋରେ ବିହାରରେ ରାଜନୈତିକ ହଲଚଲ! ପାଟନା: ବିହାରରେ ବିପୁଳ ସଂଖ୍ୟାଗରିଷ୍ଠତା ସହ NDA ସରକାର ଅଛି। ହେଲେ ନୀତୀଶ କୁମାର ଯେବେଠୁ ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି, ସେବେଠୁ ବିରୋଧୀ ଦଳ ଦାବି କରୁଛନ୍ତି…