ଆଜିର ଖବର ବିଜେପି ଛାଡିବାର କଳ୍ପନାଜଳ୍ପନା ମଧ୍ୟରେ ନୀତିନ ନବୀନଙ୍କୁ ଭେଟିଲେ ଅନ୍ନାମଲାଇ ନୂଆଦିଲ୍ଲୀ: ବିଜେପି ଛାଡିବା ଏବଂ ଏକ ନୂତନ ଦଳ ଗଠନ କରିବା ନେଇ କଳ୍ପନାଜଳ୍ପନା ମଧ୍ୟରେ ପୂର୍ବତନ ତାମିଲନାଡୁ ବିଜେପି ସଭାପତି କେ. ଅନ୍ନାମଲାଇ ଦଳୀୟ ମୁଖ୍ୟାଳୟରେ…