ଅପରାଧ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକକୁ ଧକ୍କା ଦେଇ ନାଳକୁ ଖସିଲା ବୋଲେରୋ, ବାପ-ପୁଅ ଓ ନାତିଙ୍କ ମୃତ୍ୟୁ ସୁନ୍ଦରଗଡ଼: ଗୋଟିଏ ଦୁର୍ଘଟଣା ଛଡ଼ାଇଦେଲା ତିନିଟି ଜୀବନର ଦୁଃଖଦ ଅନ୍ତ। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗା ପେଟ୍ରୋଲ ପମ୍ପ ସମ୍ମୁଖରେ ଗୁରୁବାର ରାତି ପ୍ରାୟ…