ଆଜିର ଖବର କଟକ ସାହି ବିବାଦରୁ ହତ୍ୟା ମାମଲା: ପୁଣି ୧୩ ଗିରଫ, ୩୨କୁ ବଢ଼ିଲା ଗିରଫଦାରି ସଂଖ୍ୟା କଟକ: କଟକରେ ସାହି ବିବାଦକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡ ମାମଲାରେ ପୋଲିସର ତଦନ୍ତ ଜୋରଦାର ହୋଇଛି। ଏହି ଘଟଣାରେ ପୁଣି ୧୩ ଜଣଙ୍କୁ ଗିରଫ କରିଛି…