Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକ ସାହି ବିବାଦରୁ ହତ୍ୟା ମାମଲା: ପୁଣି ୧୩ ଗିରଫ, ୩୨କୁ ବଢ଼ିଲା ଗିରଫଦାରି ସଂଖ୍ୟା
ଆଜିର ଖବର

କଟକ ସାହି ବିବାଦରୁ ହତ୍ୟା ମାମଲା: ପୁଣି ୧୩ ଗିରଫ, ୩୨କୁ ବଢ଼ିଲା ଗିରଫଦାରି ସଂଖ୍ୟା

November 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ: କଟକରେ ସାହି ବିବାଦକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡ ମାମଲାରେ ପୋଲିସର ତଦନ୍ତ ଜୋରଦାର ହୋଇଛି। ଏହି ଘଟଣାରେ ପୁଣି ୧୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗୁରୁଜସାହିର ଏହି ୧୩ ଜଣଙ୍କ ଗିରଫଦାରି ପରେ ମାମଲାରେ ମୋଟ ଗିରଫଦାରି ସଂଖ୍ୟା ୩୨ରେ ପହଞ୍ଚିଛି। ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଥିବା ସୂଚନା ମିଳିଛି।

ସାହି ବିବାଦରୁ ଆରମ୍ଭ ହୋଇଥିବା ଏହି ଘଟଣା ଶେଷରେ ହତ୍ୟାକାଣ୍ଡର ରୂପ ନେଇଥିଲା। ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ପରେ ପୋଲିସ ପକ୍ଷରୁ ତଦନ୍ତ ଓ ଗିରଫଦାରି ପ୍ରକ୍ରିୟା ଜାରି ରହିଛି। ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ ଏବେ ଆଉ ୧୩ ଜଣ ଯୋଡ଼ି ହୋଇଛନ୍ତି। ମୋଟ ୩୨ ଜଣଙ୍କ ଗିରଫଦାରି ପରେ ଘଟଣାର ତଦନ୍ତ କେଉଁ ଦିଗକୁ ଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର। ସାମାନ୍ୟ ସାହି ବିବାଦ କିପରି ଏକ ହତ୍ୟାକାଣ୍ଡର କାରଣ ପାଲଟିଲା, ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

Commissionerate Police Cuttack Crime News Cuttack Murder Case Cuttack Police Arrest Odisha Crime News
Share. Facebook Twitter LinkedIn Email WhatsApp Copy Link

Related Posts

ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ

November 29, 2026

ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ କ୍ଷେତ୍ରରେ ପ୍ରମୁଖ ସଂସ୍କାରକୁ ନେଇ ଆଲୋଚନା

November 29, 2026

ଚକ୍ରଧରପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

November 29, 2026

ପୁଣେରେ ସାଇକେଲ୍‌ ଚାଳନା କଲେ ୫୦ ହଜାର ଅଂଶଗ୍ରହଣକାରୀ

November 29, 2026
Latest News

ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ

November 29, 2026

କଟକ ସାହି ବିବାଦରୁ ହତ୍ୟା ମାମଲା: ପୁଣି ୧୩ ଗିରଫ, ୩୨କୁ ବଢ଼ିଲା ଗିରଫଦାରି ସଂଖ୍ୟା

November 29, 2026

ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ କ୍ଷେତ୍ରରେ ପ୍ରମୁଖ ସଂସ୍କାରକୁ ନେଇ ଆଲୋଚନା

November 29, 2026

ଚକ୍ରଧରପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

November 29, 2026

ପୁଣେରେ ସାଇକେଲ୍‌ ଚାଳନା କଲେ ୫୦ ହଜାର ଅଂଶଗ୍ରହଣକାରୀ

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.