ଆଜିର ଖବର ଉପେନ୍ଦ୍ର କୁଶୱାହାଙ୍କ ପାଇଁ ବିଜେପି ର ତ୍ୟାଗ: ପୁଅ ଦୀପକ ପ୍ରକାଶଙ୍କୁ ଦେଲା ଏମଏଲସି ଆସନ ନୂଆଦିଲ୍ଲୀ: ଆଜି ବିହାରରେ ଏକ ବଡ଼ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ମୁଖ୍ୟ ଉପେନ୍ଦ୍ର କୁଶୱାହାଙ୍କ ପୁଅ ଦୀପକ ପ୍ରକାଶଙ୍କ ମନ୍ତ୍ରୀ ପଦ ବଞ୍ଚାଇବା ପାଇଁ…