Categories
ଫଟୋ ଖବର

ଗତ ରବିବାର ଦିନ କ୍ରୋଏସିୟାରେ ହୋଇଥିବା ଭୂକମ୍ପ ପରେ ଏହା ହେଇଛି ଜାଗ୍ରେବ୍ ସହରର ଦୃଶ୍ୟ

ଏହି ଫଟୋଟି ଗତ 22 ତାରିଖରେ ଉତ୍ତୋଳନ କରାଯାଇଛି। ଏହା ହେଉଛି କ୍ରୋଏସିୟାରେ ହୋଇଥିବା ଭୂକମ୍ପ ପରର ଦୃଶ୍ୟ। କ୍ରୋଏସିୟାରେ ସମୟ ଅନୁସାରେ ଗତ ରବିବାର ଦିନ ଭୋର 5ଟାରେ 5.4 ମ୍ୟାଗିନଚ୍ୟୁଡରେ ଭୂକମ୍ପ ହୋଇଥିଲା, ଯାହା 10 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା।