ଆଜିର ଖବର ଓଡ଼ିଶାରେ ଆଉ ୨୯୦ ଇଭି ଚାର୍ଜିଂ ଷ୍ଟେସନ, ୧୩ ସହରକୁ ମିଳିବ ସୁବିଧା ଭୁବନେଶ୍ଵର : ରାଜ୍ୟରେ ବୈଦ୍ୟୁତିକ ଯାନ (EV) ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ଦେବା ସହ ଚାର୍ଜିଂ ସୁବିଧାର ଭିତ୍ତିଭୂମି ସୁଦୃଢ଼ କରିବାକୁ ଯାଉଛନ୍ତି ଓଡ଼ିଶା ସରକାର। ଏଥିପାଇଁ…