ଆଜିର ଖବର ପଶୁପାଳକଙ୍କ ପାଇଁ ସରକାରଙ୍କ ବଡ଼ ଆଶ୍ୱାସନା: ଏବେ ଗୋଟିଏ କ୍ଲିକ୍ରେ ହେବ ପଶୁଧନ ବୀମା, ୧୩ଟି ଭାଷାରେ ଖୋଲିଲା ନୂଆ ପୋର୍ଟାଲ୍ ନୂଆଦିଲ୍ଲୀ : ଭାରତରେ ଏକ ବୃହତ୍ ଆଞ୍ଚଳିକ ପରିବାର ଚାଷ ଏବଂ ପଶୁପାଳନ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ଗାଈ, ମଇଁଷି, ଛେଳି,…