Categories
ଫଟୋ ଖବର

କୋଲକାତାର ଗଙ୍ଗାନଦୀରେ ମତ୍ସ୍ୟଜୀବୀମାନେ ମାଛ ଧରିବାରେ ବ୍ୟସ୍ତ

କୋଲକାତା : ମହାମାରୀ କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ 5.0ରେ ଗଙ୍ଗାନଦୀରେ ମତ୍ସ୍ୟଜୀବୀମାନେ ମାଛ ଧରିବା କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି।