ଆଜିର ଖବର ଥାଳି ଉପରେ ବଡ଼ ସଙ୍କଟ? ଚାଉଳ-ଗହମ-ଡାଲିଠାରୁ ତେଲ ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା ଥାଳିରେ ଭାତ ରହିବ, ଡାଲି ରହିବ, ରୋଷେଇରେ ତେଲ ବି ଲାଗିବ… କିନ୍ତୁ ଆଗାମୀ ଦିନରେ ଏସବୁ କିଣିବାକୁ ଆପଣଙ୍କୁ କେତେ ଟଙ୍କା ଗଣିବାକୁ ପଡ଼ିବ? ବିଶ୍ୱରେ…