ଆଜିର ଖବର Old Monk ନିର୍ମାତାଙ୍କୁ ହାଇକୋର୍ଟ ଝଟକା : iQ Gin ବିକ୍ରି ଉପରେ ରୋକ୍, ଜାଣନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ନୂଆଦିଲ୍ଲୀ: ଲୋକପ୍ରିୟ ମଦ ବ୍ରାଣ୍ଡ Old Monkର ନିର୍ମାତା Mohan Meakin Limitedକୁ ଲାଗିଛି ବଡ଼ ଝଟକା। iQ Ginର ବୋତଲ ଓ ଲେବଲ୍ ଡିଜାଇନ୍କୁ ନେଇ…