ଆଜିର ଖବର ୩୨ ବର୍ଷର ଲଢ଼େଇରେ କର୍ମଚାରୀଙ୍କ ବଡ଼ ବିଜୟ, ୧୯୯୪ରୁ ମିଳିବ ଚାକିରିର ମାନ୍ୟତା; ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀ ବି ପାଇବେ ବକେୟା ଟଙ୍କା ଭୁବନେଶ୍ୱର: ଦୀର୍ଘ ୩୨ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଚାକିରିକୁ ନିୟମିତ କରିବା ପାଇଁ ଦୀର୍ଘଦିନ ଧରି ଆଇନଗତ ଲଢ଼େଇ ଲଢ଼ୁଥିବା ସରକାରୀ ଛାପାଖାନାର ୧୦୪…