Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାତୁଣୀର ହେମଦସ୍ତା ମାଡ଼ରେ ଆଈ ମୃତ

ଭଦ୍ରକ :  ନାତୁଣୀ ମାଡରେ ଆଈର ମୃତ୍ୟୁ ହୋଇଛି । ଭଣ୍ଡାରୀପୋଖରୀ ଥାନା ନପଙ୍ଗ ଗାଁରେ ଅଘଟଣ ଘଟିଛି । ଘରୋଇ କଳିରୁ ନାତୁଣୀ ଆକ୍ରମଣ କରିଥିବାର ସୂଚନା ରହିଛି । ନାତୁଣୀ ହେମଦସ୍ତାରେ ଆଈକୁ ଆକ୍ରମଣ କରିଛି। ହେମଦସ୍ତାରେ ମାଡ ଖାଇବା ପରେ ଆଈର ମୃତ୍ୟୁ ହୋଇଛି ।