ଆଜିର ଖବର ବାରଣ୍ଡାରେ ଇ-ସ୍କୁଟି ପାର୍କିଂ ହେଲା କାଳ! ଜଳିଗଲା ସ୍କୁଟି ସହ ବାଇକ୍ ବାରିପଦା: ଅଧାରାତିରେ ଘର ବାରଣ୍ଡାରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ଇ-ସ୍କୁଟି। ପାଖରେ ଥିବା ଅନ୍ୟ ଏକ ବାଇକ୍କୁ ମଧ୍ୟ କବଳିତ କଲା ନିଆଁ। ତେବେ…