ଆଜିର ଖବର ୨୦ ବର୍ଷର ଆଇନଗତ ଲଢ଼େଇ ପରେ ମହିଳାଙ୍କୁ ନ୍ୟାୟ, ଚାକିରି ବଦଳରେ କ୍ଷତିପୂରଣ ଦେବ ଇଣ୍ଡିଆନ ଅଏଲ୍ ନୂଆଦିଲ୍ଲୀ: ଚାକିରି ପାଇଁ ଯୋଗ୍ୟତା ଦରକାର! କେବଳ ମହିଳା ହୋଇଥିବାରୁ ଚାକିରି ନଦେବା ଅଭିଯୋଗ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ। ଇଣ୍ଡିଆନ ଅଏଲ୍ କର୍ପୋରେସନ (IOC)ର LPG…