ଆଜିର ଖବର ଗାଧୁଆଘରେ ପଡି ସ୍ମୃତିଶକ୍ତି ହରାଇଲେ ବ୍ରାଜିଲ୍ ରାଷ୍ଟ୍ରପତି ବୋଲସୋନାରୋ ରିଓଡିଜେନେରୋ,25/12 : ଗାଧୁଆଘରେ ପଡିବାରୁ ସ୍ମୃତିଶକ୍ତି ହରାଇଛନ୍ତି ବ୍ରାଜିଲ୍ ରାଷ୍ଟ୍ରପତି ଜେର ବୋଲ୍ସୋନାରୋ । ସୋମବାର ରାତିରେ ଆଲଭୋରାଡାରେ ନିଜର ସରକାରୀ ବାସଭବନର ଗାଧଆଘରେ ବୋଲ୍ସୋନାରୋଙ୍କ ପାଦ…