ଆଜିର ଖବର ନିର୍ବାଚନ କମିଶନ ଏବଂ ଆୟକର ବିଭାଗ ସହିତ ମୋଦିଙ୍କ ଭିତିରିଆ ବୁଝାମଣା : କାନିମୋଝି ଆୟକର ବିଭାଗ ଏବଂ ନିର୍ବାଚନ କମିଶନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁପ୍ତ ରାଜିନାମା ହୋଇଛି ବୋଲି ଅଭିଯୋଗ କରିଛନ୍ତି ଡିଏମ୍କେ ପ୍ରାର୍ଥୀ କାନିମୋଝି। ନିଜ ଘରେ…