ଜାତୀୟ ଖବର ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି? ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ନିର୍ବାଚନ ପରେ ହୋଇଥିବା ଏକଜିଟ୍ ପୋଲ କଂଗ୍ରେସ ପାଇଁ ଏକ ମିଶ୍ରିତ ଚିତ୍ର ଦେଖାଉଛି। କିଛି ଅଞ୍ଚଳ ଆଶା ପ୍ରଦାନ କରୁଥିବା…