ଆଜିର ଖବର ଏସିଆ କପର ଖୁସି ମଧ୍ୟରେ ଭାରତୀୟ ଖେଳାଳିଙ୍କ ପାଇଁ ଦୁଃଖ: ଦଣ୍ଡିତ କଲା ଆଇସିସି ନୂଆଦିଲ୍ଲୀ: ଗତ ରବିବାର (ସେପ୍ଟେମ୍ବର ୧୩) ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ଦଳ ୨୦୨୬ ମହିଳା ଏସିଆ କପ୍ ଟାଇଟଲ ଜିତିଥିଲା। କିନ୍ତୁ ପରଦିନ ଭାରତୀୟ…